ଅମଲା ସଂଘର ‘ନବୀନ ନିବାସ ଚାଲ’ ଡାକରା

ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା ଜାରି ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା ୧୯ ତାରିଖ ଦିନ ଅମଲାମାନେ ‘ନବୀନ ନିବାସ ଚାଲ’ ଡାକରା ଦେଇଛନ୍ତି। ୧୯ ତାରିଖରେ ୪ ହଜାରରୁ ଊର୍ଦ୍ଧ୍ୱ ଅମଲା ଏକ ବିଶାଳ ପଟୁଆରରେ ନବୀନ ନିବାସ ଯାଇ ସେମାନଙ୍କ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି … Continue reading ଅମଲା ସଂଘର ‘ନବୀନ ନିବାସ ଚାଲ’ ଡାକରା